Envíos en un día, libros seleccionados  Ver más

menú

0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional
portada Tinoti Upanyasa: Epari Separi, Abhinetri, Bhuli Huena (en Oriya)
Formato
Libro Físico
Idioma
Oriya
N° páginas
214
Encuadernación
Tapa Blanda
Dimensiones
21.6 x 14.0 x 1.2 cm
Peso
0.28 kg.
ISBN13
9781645601876

Tinoti Upanyasa: Epari Separi, Abhinetri, Bhuli Huena (en Oriya)

Kanhu Charan Mohanty (Autor) · Black Eagle Books · Tapa Blanda

Tinoti Upanyasa: Epari Separi, Abhinetri, Bhuli Huena (en Oriya) - Mohanty, Kanhu Charan

Libro Nuevo

$ 31.96

$ 49.17

Ahorras: $ 17.21

35% descuento
  • Estado: Nuevo
  • Quedan 100+ unidades
Origen: Estados Unidos (Costos de importación incluídos en el precio)
Se enviará desde nuestra bodega entre el Lunes 29 de Julio y el Miércoles 07 de Agosto.
Lo recibirás en cualquier lugar de Ecuador entre 1 y 3 días hábiles luego del envío.

Reseña del libro "Tinoti Upanyasa: Epari Separi, Abhinetri, Bhuli Huena (en Oriya)"

Excerpt from the preface by Kailash Pattanaik: 'ପେଚିଟି ଆଜି ରୁଷିଛି'- ଏଇ ବାକ୍ୟରୁ ଆରମ୍ଭ ହୋଇଛି ତମ ଉପନ୍ୟାସ 'ଏପାରି ସେପାରି' (୧୯୪୬) । ସେଇ ପେଚି ତମର ଏ ଉପନ୍ୟାସର କେନ୍ଦ୍ରୀୟ ଚରିତ୍ର । ଏମିତି ତ କେତେ ଉପନ୍ୟାସ ଲେଖା ହେଇଚି ନାୟିକାଙ୍କୁ ନେଇ । ସମଗ୍ର ଊନବିଂଶ ଶତାବ୍ଦୀର ଧାରାତ ଥିଲା ଏମିତି! ହେଲେ ତମର ପେଚିକୁ ମୁଁ ସ୍ୱତନ୍ତ୍ରଭାବେ ଉଲ୍ଲେଖ କରୁଚି ଏଇଥିଲାଗି ଯେ ତା ପରି ଖଞ୍ଜ, ଦୁଃଖୀ, ଅଭାବୀ, ସ୍ୱାମୀ ପରିତ୍ୟକ୍ତା, ପରିବାରର ବିରାଗଭାଜିତ ସ୍ତ୍ରୀଟିଏକୁ ତମେ କରିଚ ତମର ଏ ଉପନ୍ୟାସର କେନ୍ଦ୍ରବିନ୍ଦୁ । ଠିକ୍ ଏମ୍]ତି ଗୋଟିଏ ସ୍ଥିତି ତମେ ତିଆରି କରିଚ 'ଭୁଲିହୁଏନା' (୧୯୪୮)ରେ । ରତନୀକୁ ସଜେଇଚ ତମେ ଏକ ଉପନ୍ୟାସର ମଧ୍ୟମଣିକରି । ପେଚିପରି ସେବି କଷଣ ଓ ଯାତନାର ଶିକାର ହୋଇଛି । ସ୍ୱାମୀ ଯୋଗିଆ କାମ ପାଇଟି ଲାଗି ଯାଇଚି 'ରାଙ୍ଗାମ' । ରହିଚି କେଇଦିନ କି ନାଇଁ 'ବ୍ରହ୍ମଦେଶକୁ ଜାପାନ ଦଖଲ କଲା ।' ଯୋଗିଆ ଫେରିଲାନି, କିଛି ଖବର ଆସିଲାନି । ରତନୀ ଖୁଡ଼ୀର ନିର୍ଯ୍ୟାତନା ସହିଚାଲିଲା । ଦିନେ ଡାକବଂଗଳାର ଜଣେ ବାବୁଙ୍କ ପାଖରୁ ସେ ହେଇଚି ଗର୍ଭବତୀ । ନିର୍ଯାତିତା କିଶୋରୀଟିଏକୁ ଆହୁରି କଷଣ ଦେବାକୁ ଏମିତି ଖଳବୁଦ୍ଧିବି ରଖିଥିଲ କାହ୍ନୁଚରଣ! ତା'ପରେ ଆଉ ତା'ର ହେଇଥାନ୍ତା କ'ଣ? ଏକମାତ୍ର ଆଶ୍ରୟ ଦାଦାଖୁଡ଼ୀଙ୍କ ଘର ବି ଗଲା । ସେ ହେଲା ବାଟର ଭିକାରୀ, ପାଗଳୀ । ସେଇ ଚରମଦୁଃଖର ଦିନମାନଙ୍କରେ ଆସି ପହଞ୍ଚିଥିଲା ହଠାତ୍ କେଉଁଠୁ ଯୋଗିଆ । 'ଚରିତ୍ରହୀନା' ରତନୀକୁ ଆଉ ଘରକୁ ନ&

Opiniones del libro

Ver más opiniones de clientes
  • 0% (0)
  • 0% (0)
  • 0% (0)
  • 0% (0)
  • 0% (0)

Preguntas frecuentes sobre el libro

Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.

Preguntas y respuestas sobre el libro

¿Tienes una pregunta sobre el libro? Inicia sesión para poder agregar tu propia pregunta.

Opiniones sobre Buscalibre

Ver más opiniones de clientes