Compartir
Shakespeare: Jeebani O Kruti
Pradeep Kumar Rath
(Autor)
·
Black Eagle Books
· Tapa Blanda
Shakespeare: Jeebani O Kruti - Rath, Pradeep Kumar
Sin Stock
Te enviaremos un correo cuando el libro vuelva a estar disponible
Reseña del libro "Shakespeare: Jeebani O Kruti"
ସଦ୍ୟତମ ଗ୍ରନ୍ଥ 'ସେକ୍]ସପିଅର ଜୀବନୀ ଓ କୃତି' ବିଶ୍ୱବିଶ୍ରୁତ ନାଟ୍ୟକାର ସେକ୍]ସପିଅରଙ୍କ ବ୍ୟକ୍ତି ପ୍ରତିକୂଳତା ଭିତରେ ତାଙ୍କ ସ୍ରଷ୍ଟା ମାନସର ଅଦ୍ଭୁତ ଉତ୍ତରଣର ପର୍ଯ୍ୟାଲୋଚନା କରାଯିବା ସଙ୍ଗେ ସଙ୍ଗେ ତାଙ୍କ ରଚିତ ସନେଟ୍ ଏବଂ ନାଟକର ବିଷୟବସ୍ତୁ ସହ ପାଠକଙ୍କୁ ପରିଚିତ କରାଯାଇଛି, ଯାହା ଶ୍ରୀ ରଥଙ୍କର ଏକ ସାହସିକ ସାରସ୍ୱତ ସତ୍]ଉଦ୍ୟମ । ଓଡ଼ିଆଭାଷାରେ ସମାଲୋଚନା ସାହିତ୍ୟକ୍ଷେତ୍ରରେ ଏହି ବହିଟି ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ କାରଣ ଓଡ଼ିଆଭାଷା ସାହିତ୍ୟର ଛାତ୍ରଛାତ୍ରୀ ପଥମତଃ ସେକ୍]ସପିଅରଙ୍କ ଜୀବନୀ ଓ କୃତି ବିଷୟରେ ବହୁତ କୌତୁହଳପୂର୍ଣ୍ଣ ତଥା ଉପାଦେୟ ତଥ୍ୟ ଜାଣିବାକୁ ପାଇବେ । ଦ୍ୱିତିୟତଃ, ଏହି ତଥ୍ୟକୁ ଛାତ୍ର ଓ ଗବେଷକମାନେ ତୁଳନାତ୍ମକ ସମାଲୋଚନା ଲିଖନ କ୍ଷେତ୍ରରେ ବ୍ୟବହାର କରି ପାରିବେ ।
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.